ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତଙ୍କ କାରନାମା: ସଟଡାଉନ୍‌ରେ ବିହାରରୁ କଟକ ବନ୍ଧୁକ ଚାଲାଣ

କଟକ: ଗତକାଲି ରିମାଣ୍ଡର ତୃତୀୟ ତଥା ଶେଷ ଦିନ ଥିଲା। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଜେରା କରି ଅଧିକରୁ ଅଧିକ ତଥ୍ୟ, ବନ୍ଧୁକ, ଗୁଳି, ଟଙ୍କା ଜବତ କରିବାକୁ ଉଦ୍ୟମ କରିଥିଲା କମିସନରେଟ ପୁଲିସ। ନିଜ ମିସନରେ ଅନେକ ପରିମାଣରେ ସଫଳ ବି ହେଲା। କିନ୍ତୁ ଜେଲରେ ଥାଇ ବି ଧଳସାମନ୍ତ ଭାଇଙ୍କ ଏଭଳି ଯୋଜନାବଦ୍ଧ କାରବାର ଏବେ ପୁଲିସକୁ ବି ଚକିତ କରିଛି। କରୋନା ମହାମାରୀକୁ … Continue reading ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତଙ୍କ କାରନାମା: ସଟଡାଉନ୍‌ରେ ବିହାରରୁ କଟକ ବନ୍ଧୁକ ଚାଲାଣ